ଦୂତିଙ୍କୁ ଆଉ ଦେଢ଼ କୋଟି, ନୂଆଦିଲ୍ଲୀରେ ପହଞ୍ଚିଲେ

ଭୁବନେଶ୍ୱର : ଜାକର୍ତା ଏସିଆଡ୍‌ରେ ଦୋହରା ରୁପା ପଦକ ଜିତି ଓଡ଼ିଶା କ୍ରୀଡ଼ାରେ ନୂଆ ଇତିହାସ ରଚିଥିବା ଦୂତି ଚାନ୍ଦଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଦେଢ଼ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି। ୧୦୦ ମିଟର୍‌ ରୁପା ପଦକ ବିଜୟ ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଦେଢ଼ କୋଟି ଘୋଷଣା କରିଥିଲେ। ବୁଧବାର ଦୂତି ୨୦୦ ମିଟର୍‌ରେ ମଧ୍ୟ ସମାନ ରୌପ୍ୟ ପଦକ ହାସଲ କରିଥିଲେ। ଫଳରେ … Continue reading ଦୂତିଙ୍କୁ ଆଉ ଦେଢ଼ କୋଟି, ନୂଆଦିଲ୍ଲୀରେ ପହଞ୍ଚିଲେ